ଆଜିର ଖବର ହୋମଗାର୍ଡ ଏବଂ ଓ.ଏ.ପି.ଏଫ ଯବାନଙ୍କ ଦୁର୍ଘଟଣାରେ ପରଲୋକ: ଉଭୟଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର ଭୁବନେଶ୍ୱର: କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବର। ଉଭୟଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି…