Categories
ଆଜିର ଖବର ରାଜ୍ୟ ଖବର

ଏକାଥରେ ୨୯ ଜଣ ଓଏଏସ ଅଫିସରଙ୍କ ହେଲା ପଦନ୍ନୋତି, ଜାଣନ୍ତୁ ସେମାନଙ୍କର ନାମ ଓ ପଦବୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ ୨୯ ଜଣ ବରିଷ୍ଠ ଓଏଏସଙ୍କୁ ପଦନ୍ନୋତି କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ସେମାନେ ପୂର୍ବରୁ ସୁପରିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡରେ କାମ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ଉନ୍ନତି କରାଯାଇଛି। ସେମାନେ ହେଲେ

ତେବେ ଏହି ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ନିଜ ବିଭାଗରେ ରହି ପଦନ୍ନୋତି ପାଇଛନ୍ତି। ତେବେ ମାତ୍ର ଜଣଙ୍କୁ ପଦନ୍ନୋତି ପରେ ଅନ୍ୟ ବିଭାଗକୁ ବଦଳି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତିରିଶ ଜଣ ଓଏଏସ ଅଫିସରଙ୍କ ଆଇଏଏସ କୁ ହେଲା ପଦନ୍ନୋତି, ଜାଣନ୍ତୁ ସେମାନଙ୍କର ନାମ

ଭୁବନେଶ୍ବର: ଆଜି ଓଡିଶା ଦିବସରେ ତିରିଶ ଜଣ ଓଏଏସ ଅଧିକାରୀଙ୍କୁ ଆଇଏଏସ ପାହ୍ୟାକୁ ପଦନ୍ନୋତି ପ୍ରଦାନ କରାଯାଇଛି।ଏ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଏହି ପଦନ୍ନୋତି ପାଇଛନ୍ତି ସେମାନେ ହେଲେ...

ପ୍ରଥମ ପନ୍ଦର ଜଣଙ୍କୁ 2023 ମସିହା ପାଇଁ ପଦନ୍ନୋତି କରାଯାଇଥିବା ବେଳେ ଆଉ 15 ଜଣଙ୍କୁ 2024 ମସିହା ପାଇଁ ପଦନ୍ନୋତି ପ୍ରଦାନ କରାଯାଇଛି। ଏହି ପଦନ୍ନୋତି ଦ୍ବାରା ରାଜ୍ୟରେ ଥିବା ଆଇଏଏସ ମରୁଡିରୁ କିଛିଟା ରକ୍ଷା ମିଳିବ ବୋଲି ଆଶା କରାଯାଉଛି।