ଆଜିର ଖବର ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ, ଜାଣନ୍ତୁ କିଏ ସେ ହେଲେ ଟପର ଭୁବନେଶ୍ବର: ଆଜି ପ୍ରକାଶିତ ହୋଇଛି ଓଜେଇଇ ପରୀକ୍ଷା ଫଳ। ଏହାର ପୁସ୍ତିକାକୁ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଲୋକାର୍ପଣ କରିଛନ୍ତି। ଏହି ପରୀକ୍ଷାରେ ମୋଟ ୪୮୭୮୩ ଜଣ…