ଆଜିର ଖବର ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ ଭୁବନେଶ୍ବର : ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ବିପର୍ଯ୍ୟୟ ମଧ୍ୟରେ ଆଉ ତିନି ଓଡ଼ିଆ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲା ଜାମପାଲି ଗାଁର…