ଓଡ଼ିଶା ପୋଲିସ

ଭୁବନେଶ୍ୱର: ଓଡ଼ିଶା ପୁଲିସ ପ୍ରଶାସନରେ ଏକ ବଡ଼ଧରଣର ପଦୋନ୍ନତି କରାଯାଇଛି। ରାଜ୍ୟ ପୁଲିସ ସେବାର ୧୫ ଜଣ ଅତିରିକ୍ତ ଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ପ୍ରଦାନ କରାଯାଇଛି।…