ଆଜିର ଖବର ଶିଳ୍ପ ଉପଯୋଗୀ ତାଲିମ ନେଇ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି କେନ୍ଦୁଝର: ରାଜ୍ୟର ବିଭିନ୍ନ ଆଇଟିଆଇ ଓ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଉନ୍ନତ ମାନର ଭିତ୍ତି ଭୂମିର ଆବଶ୍ୟକତା ରହିଛି। ଏଥିପାଇଁ ଆଦିବାସୀ ବହୁଳ…