Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ‘ଗରୁଡ଼’ ପରିଦର୍ଶନ କଲେ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସବୋଟ ଗରୁଡ଼କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରିଦର୍ଶନ କରିଛନ୍ତି। ଉକ୍ତ ହାଉସବୋଟରେ ରାଜ୍ୟପାଳ ଆଜି ରାତ୍ରିଯାପନ କରିବେ ବୋଲି ଜଣାପଡିଛି। ଏହାପରେ ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟପାଳଙ୍କ ଆଇଏନଏସ ଚିଲିକା ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।

ସୂଚନା ଥାଉକି ଗରୁଡ଼ ହାଉସବୋଟ ଗତ ଜୁନ ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ।