ଆଜିର ଖବର ଓଡିଆ ଚଳଚ୍ଚିତ୍ର ପୁଷ୍କରା କୁ ମିଳିଲା ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ପୁରସ୍କାର ଭୁବନେଶ୍ବର: ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପୁରସ୍କାର ଭାବେ ଓଡିଆ ସିନେମା ‘ପୁଷ୍କରା’ ମନୋନିତ ହୋଇଛି। ଏହି…