ଜାତୀୟ ଖବର ପ୍ରଚାର ପାଇଁ ଓଡିଶା ଆସିବେ ରାହୁଳ ଗାନ୍ଧୀ, ସାଲେପୁରରେ କରିବେ ଶୋଭାଯାତ୍ରା ଭୁବନେଶ୍ବର: କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡିଶା ଆସିବେ ରାହୁଳ ଗାନ୍ଧୀ। ଆସନ୍ତା 28 ତାରିଖରେ ସେ ଦିନିକିଆ ପ୍ରଚାରରେ ଓଡିଶା ଆସୁଛନ୍ତି ବୋଲି କଂଗ୍ରେସ କହିଛି।…