ଆଜିର ଖବର ଓଡିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୁରଲୀଧର ଭୁବନେଶ୍ୱର: ଓଡିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ୍ ଏସ୍. ମୁରଲୀଧର ରାଜଭବନରେ ଶପଥ ନେଲେ। ସେ ଉଚ୍ଚନ୍ୟାଳୟର ୩୨ତମ ମୁଖ୍ୟ ବିଚାରପତି ଭାବେ ଗ୍ରହଣ…