ଆଜିର ଖବର ମାର୍ଚ୍ଚ ୧୩ ତାରିଖ ବେରବୋଇ ଠାରୁ ସଦ୍ଭାବନା ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ ଭୁବନେଶ୍ୱର, ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ…