ଆଜିର ଖବର ଓଡିଶା ଦିବସଠାରୁ ୧୪ ଦିନ ପାଇଁ ପାଳନ ହେବ ଓଡ଼ିଆ ପକ୍ଷ, ଜାଣନ୍ତୁ ଏହା କଣ ଭୁବନେଶ୍ବର: ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ ହେବ। ଏ…