ଆଜିର ଖବର ସୋମବାରରେ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଆଶ୍ଚର୍ଯ୍ୟ ହେବେ ୩ଟି ସ୍ଥାନରେ ଅଛନ୍ତି ମାତ୍ର ୩ ଲେଖାଏଁ ପ୍ରାର୍ଥୀ ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ଓଡିଶାରେ ହେବାକୁ ଥିବା ପ୍ରଥମ ନିର୍ବାଚନରେ ହେବ ନେତାଙ୍କ ଭାଗ୍ୟ ପରୀକ୍ଷା। ଏଥିରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର…