ଜାତୀୟ ଖବର ସକାଳ ୯ଟା ସୁଦ୍ଧା ଓଡିଶାରେ ୯.୨୫ ପ୍ରତିଶତ ମତଦାନ, କୋରାପୁଟରେ ସର୍ବାଧିକ ଭୁବନେଶ୍ବର: ଓଡିଶାରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେ ପ୍ରତିଶତ ଭୋଟ ହୋଇଛି ତାହାର ତଥ୍ୟ ଆସିଛି। ସେହି ଅନୁସାରେ ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫…