ଆଜିର ଖବର ଆଜିଠାରୁ ତିନିଦିନିଆ ମୁକ୍ତେଶ୍ବର ନୃତ୍ୟ ଉତ୍ସବ, ଜାଣନ୍ତୁ କେଉଁମାନେ କରିବେ ନୃତ୍ୟ ପରିବେଷଣ ଭୁବନେଶ୍ବର, ଆଜିଠାରୁ ତିନିଦିନ ଧରି ଭୁବନେଶ୍ବରର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେବ ମୁକ୍ତେଶ୍ବର ନୃତ୍ୟ ଉତ୍ସବ। ଏହି ଉତ୍ସବରେ ଓଡିଶୀ ସଂଗୀତ ଏବଂ ଓଡିଶୀ ନୃତ୍ୟ…