ଆଜିର ଖବର ଏବେଠାରୁ ତତେଇଲାଣି , ଆଜି ଟିଟିଲାଗଡ ଓ ତାଲଚେରର ତାପମାତ୍ରା 41 ଡିଗ୍ରୀ,10ଟି ସହର 39 ଡିଗ୍ରୀ ଉପରେ ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ସହରର ତାପମାତ୍ର 41 ଡିଗ୍ରୀରେ ପହଁଚିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ତାଳଚେର ଓ ଟିଟିଲାଗଡରେ 41 ଡିଗ୍ରୀ…