ଆଜିର ଖବର ଓଲିଉଡ ଅଭିନେତା ଶ୍ରୀତମ ଦାସ ହେଲେ କଟକ ମହାନଗରର ମେୟର ପ୍ରାର୍ଥୀ: ଘୋଷଣା କଲା ବିଜେପି କଟକ: କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ପକ୍ଷରୁ ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ସିଏମସିର ମେୟର ପ୍ରାର୍ଥୀ କରାଯାଇଛି।…