ଆଜିର ଖବର ମେରୁରେ ଓହଳତୋପ ଖେଳିଲେ ଭଗତା, ଆସନ୍ତାକାଲି ନିଆଁରେ ଚାଲିବେ ଶ୍ରଦ୍ଧାଳୁ ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି…