ଆଜିର ଖବର ଗଣତାନ୍ତ୍ରିକ ଉପାୟରେ ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ହେବ: ଅପରାଜିତା ଷଡଙ୍ଗୀ ଭୁବନେଶ୍ଵର: ଓ୍ୱାକଫ୍ ବୋର୍ଡର ପ୍ରଶାସନିକ କାର୍ଯ୍ୟରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପଦକ୍ଷେପ ନେଇଛନ୍ତି। ଏଦିଗରେ ଅଣାଯାଇଥିବା ବିଲରେ ସଂଶୋଧନ ସମ୍ପର୍କରେ ଗଣତାନ୍ତ୍ରିକ…