ଆଜିର ଖବର ନିଶା ଚୋରା ଚାଲାଣ ଅଭିଯୋଗରେ କଂଗ୍ରେସ ବିଧାୟକ ଗିରଫ: I.N.D.I.A ମେଣ୍ଟ ହୋଇପାରେ ପ୍ରଭାବିତ ନୂଆଦିଲ୍ଲୀ: ଆଜି ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରାଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ ସୁଖପାଲ ସିଂ ଡ୍ରଗ୍ ଚୋରା ଚାଲାଣ କରୁଥିବା ଅଭିଯୋଗ…