ଜାତୀୟ ଖବର ଓଡିଶା ରାଜନୀତିରେ ହଲଚଲ, ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ସମର୍ଥନ ପାଇଁ ବିଜେଡି ବିଧାୟକଙ୍କୁ ସାକ୍ଷାତ ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ରଣନିତୀ ବୈଠକରେ ବିଧାୟକ ଦଳ ନେତା ରାମଚନ୍ଦ୍ର…