ଜାତୀୟ ଖବର ବ୍ଲାକବୋର୍ଡରେ ‘ଜୟ ଶ୍ରୀ ରାମ’ ଲେଖିବାରୁ ଛାତ୍ରକୁ ମାଡ, ନିଲମ୍ବିତ ହେଲେ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ଲାକବୋର୍ଡରେ ‘ଜୟ ଶ୍ରୀ ରାମ’ ଲେଖିଥିବା ଛାତ୍ରଙ୍କୁ ମାଡ ମାରିଛନ୍ତି।…