ଆଜିର ଖବର ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ରେ ରୂପାନ୍ତର ହେବ କରବର ପ୍ରାଥମିକ ବିଦ୍ୟାଳୟ: ପଞ୍ଚାୟତିରାଜ ମନ୍ତ୍ରୀ ଭୁବନେଶ୍ଵର: କରବର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ରେ ପରିଣତ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ଘୋଷଣା କରିଛନ୍ତି। ନୟାଗଡ଼…