ଆଜିର ଖବର ମାଲେସିଆରୁ ଗାଁକୁ ଫେରୁଥିବା ଓଡିଆ ଯୁବକଙ୍କ ହାଇଦ୍ରାବାଦରେ ହେଲା ମୃତ୍ୟୁ: ମୃତ୍ୟୁର କାରଣ ଅସ୍ପଷ୍ଟ ପିଣ୍ଟୁ ବିଷୋୟୀ ବେଗୁନିଆପଡା: ରାତି ପାହିଲେ ଗାଁରେ ପହଞ୍ଚି ଥାନ୍ତେ ବାବୁଲା। କିନ୍ତୁ ପହଞ୍ଚିଲା ତାଙ୍କ ମର ଶରୀର। ଏପରି ଏକ ଦୁଃଖଦ ଘଟଣା ଘାତିଯାଇଛି ଗଞ୍ଜାମ…