ଆଜିର ଖବର ଖୁସି ଖବର, ଭାରତ ଲୋକଙ୍କୁ ଦିଆଯିବ କରୋନା ଟୀକା, ସରକାରଙ୍କୁ ଆବେଦନ କଲା ଔଷଧ କଂପାନୀ ନୂଆଦିଲ୍ଲୀ, ଧୀରେ ଧୀରେ କରୋନା ଭାଇରସ ଟୀକାର ପାଖାପାଖି ହେଲାଣି ଗବେଷକ ସଂସ୍ଥା। ବର୍ତ୍ତମାନ ଭାରତରେ ଏହି ଟୀକା ଦେବା ପାଇଁ ଆମେରିକୀୟ ଔଷଧ କଂପାନୀ ‘ଫାଇଜର’…