ଆଜିର ଖବର ଗଂଜାମରୁ ଆଜି 43 ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ, ଜାଣନ୍ତୁ ଜିଲ୍ଲାର କେଉଁଠୁ କେତେ ବ୍ରହ୍ମପୁର, ଗଂଜାମରେ ଆଜି ମୋଟ 218 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 43 ଜଣ କରୋନା ଯୋଦ୍ଧା ଅଛନ୍ତି। ଏହି 43…