ଆଜିର ଖବର ପୁଣି ବଢିଲା କରୋନାର ଗତି, ୮୩ ହଜାର ଅତିକ୍ରମ କଲା ସକ୍ରିୟ ମାମଲା ନୂଆଦିଲ୍ଲୀ: କରୋନା ପୁଣି ଥରେ ଭାରତରେ ଗତି ବଢିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର…