ଆଜିର ଖବର ଦୁଇଦିନିଆ ଓଡିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର: ଦୁଇଦିନିଆ ଓଡିଶାଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ଗତକାଲି ଅପରାହ୍ନରେ ଓଡିଶା ଆସିଥିଲେ। ଆଜି ବିମାନ ବନ୍ଦରରେ…