ଆଜିର ଖବର ଜାମ୍ମୁ-କାଶ୍ମୀର ଗସ୍ତ ସମୟରେ ବିଏସ୍ଏଫ୍ କର୍ମଚାରୀଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ଜାମ୍ମୁ-କାଶ୍ମୀର ଗସ୍ତ ସମୟରେ କାଠୁଆ ସୀମା ଆଉଟପୋଷ୍ଟ ‘ବିନୟ ” ପରିଦର୍ଶନ କରିଥିଲେ…