ଆଜିର ଖବର କାନପୁର ମେଟ୍ରୋର ନୂତନ ସେକ୍ସନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଯାତ୍ରା ନୂଆଦିଲ୍ଲୀ: କାନପୁର ମେଟ୍ରୋ ପ୍ରକଳ୍ପର ନୂତନ ବିଭାଗକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହା ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ। ଉଦଘାଟନ କରିବା…