ଆଜିର ଖବର କାରଗିଲରେ ପହଞ୍ଚିଲେ ପିଏମ ମୋଦୀ: ଭାରତୀୟ ଯବାନଙ୍କ ସହ ପାଳିବେ ଦିୱାଲୀ ନୂଆଦିଲ୍ଲୀ: ସୈନିକମାନଙ୍କ ସହ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କାରଗିଲରେ…