ଆଞ୍ଚଳିକ ୫-ଟି ସଚିବଙ୍କୁ କାଳିମାଡ ଘଟଣା: ଯୁବ ବିଜେଡି ପକ୍ଷରୁ ନିନ୍ଦା କୁଜଙ୍ଗ: ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦୁବୃତ୍ତ କାଳିମାଡ କରିବା ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳ…