କାଳୀୟ ଦଳନ ଏକାଦାଶୀ

ଭୁବନେଶ୍ବର, ଏକାଦଶୀ ପାଳନର ବିଶେଷ ମହତ୍ବ ରହିଛି। ଆମ ହିନ୍ଦୁଶସ୍ତ୍ରରେ ଏକାଦଶୀ ପାଳନର ବିଧିବିଧାନ ମଧ୍ୟ ରହିଛି। ଏକାଦଶୀଦିନ ଉପବାସ ରହି ଏହି ବ୍ରତ ପାଳନ କରାଯାଇଥାଏ।…