ଆଜିର ଖବର କୁଆଁରମୁଣ୍ଡା ତହସିଲରେ ଦୁର୍ନୀତି ହେଉଥିବା ଅଭିଯୋଗ: ଜମି ପଟ୍ଟା ପାଇଁ ଲୋକେ ଦେଉଛନ୍ତି ଟଙ୍କା ସୁନ୍ଦରଗଡ: ରାଜ୍ୟ ସରକାର ରାଜସ୍ୱ ସେବା କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ବିବିଧ ପ୍ରମାଣ ପତ୍ର ଠାରୁ ଆରମ୍ଭ…