ଆଜିର ଖବର ରେଢାଖୋଲ କୁ୍ଞ୍ଜାମୁରା ଗାଁରେ ବାଇକ ଦୁର୍ଘଟଣାରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକ କନ୍ଦର୍ପ ବେହେରା ରେଢାଖୋଲ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କୁ୍ଞ୍ଜାମୁରା ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ବୃଦ୍ଧ ଜଣଙ୍କର ମୃତ୍ୟୁକୁ କେନ୍ଦ୍ର କରି…