ଆଜିର ଖବର କୁତୁବ ମିନାର ପରିସରରେ ହେବ ଖନନ କାର୍ଯ୍ୟ!, ଆଇକନୋଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଲା ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ପରିସରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। ସୂଚନାନୁସାରେ, କୁତୁବ ମିନାରରେ ପ୍ରତିମାମାନଙ୍କର ଆଇକନୋଗ୍ରାଫି କରାଯିବା ଉଚିତ ବୋଲି କେନ୍ଦ୍ର…