ଜାତୀୟ ଖବର ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷକ କଲ୍ୟାଣ କଥା ନୂଆଦିଲ୍ଲୀ, ଦୀର୍ଘଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳକୁ ନେଇ ସରକାର ଯେ ଭୟଭୀତ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ। ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଥିରେ କୌଣସି…