ବିଶେଷ ଖବର କଂଗ୍ରେସର ‘ଉନ୍ନତି ବିଧାନ୍ ଜନଘୋଷଣା ପତ୍ର’ ଜାରି, ୧୦ ଦିନରେ ଛାଡ ହେବ କୃଷକଙ୍କ ଋଣ ଲକ୍ଷ୍ନୌ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ‘ଉନ୍ନତି ବିଧାନ୍ ଜନଘୋଷଣା ପତ୍ର-୨୦୨୨’ ନାମରେ ଦଳର ନିର୍ବାଚନୀ ଇସ୍ତାହାର…