ଜାତୀୟ ଖବର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ଏପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନାହିଁ କି?, ତେବେ ଏଭଳି କରନ୍ତୁ କ୍ଳେମ୍ ନୂଆଦିଲ୍ଲୀ: କୃଷକମାନଙ୍କୁ ସହାୟତା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ବାର୍ଷିକ ଛଅ ହଜାର…