ଆଜିର ଖବର ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି କୃଷ୍ଣସାର ମୃଗ ଗଣନା ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିରଳ କୃଷ୍ଣସାର ମୃଗବଂଶ ବୃଦ୍ଧି କୁ ନେଇ ଜିଲ୍ଲାବାସୀ ଓ ପରିବେଶବିତ୍ଙ୍କୁ ବେଶ୍ ଉତ୍ସାହିତ କରିଛି। ୨୦୨୩ ଗଣନା ଅନୁସାରେ ଗଞ୍ଜାମ ଜିଲ୍ଲାରେ…