ଆଜିର ଖବର ଆଜିଠାରୁ ଖୋଲିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ପୀଠ ଉତ୍ତରାଖଣ୍ଡ : ଆଜି ସକାଳେ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର ଖୋଲାଯାଇଛି । କରୋନା ମହମାରୀ ମଧ୍ୟରେ ବିନା ଭକ୍ତଙ୍କ ଭିଡରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି ।…