ଆଜିର ଖବର ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ ନୂଆଦିଲ୍ଲୀ: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଜି କେନ୍ଦ୍ର ବଜେଟକୁ ସ୍ୱାଗତ କରି ଏହାକୁ ଏକ ଦୂରଦୃଷ୍ଟିସମ୍ପନ୍ନ ଏବଂ ସମାବେଶୀ ବଜେଟ ଭାବେ ବର୍ଣ୍ଣନା…