ଆଜିର ଖବର କେନ୍ଦ୍ରକୁ ଯିବା ପାଇଁ ଅନୁ ଗର୍ଗଙ୍କ ଫିଟିଲା ବାଟ, ନିଯୁକ୍ତି କ୍ୟାବିନେଟ କମିଟ ଦେଲେ ଅନୁମୋଦନ ଭୁବନେଶ୍ବର: ଓଡିଶା ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଉନ୍ନୟନ କମିଶନର ଅନୁ ଗର୍ଗ କେନ୍ଦ୍ରକୁ ଯିବେ। ଆଜି ଏ ନେଇ କେନ୍ଦ୍ରୀୟ ନିଯୁକ୍ତି କ୍ୟାବିନେଟ କମିଟ…