ଆଜିର ଖବର ସିଆରପିଏଫରେ ଆଦିବାସୀ ଯୁବକଙ୍କୁ ସୁଯୋଗ: ଶିକ୍ଷାଗତ ଯୋଗ୍ୟତା କୋହଳ କରିବାକୁ କେନ୍ଦ୍ରର ନିଷ୍ପତ୍ତି ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି…