କେନ୍ଦ୍ରାପଡା ରସାବଳି

ଭୁବନେଶ୍ବର: କେନ୍ଦ୍ରାପଡା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ। ଫଳରେ ରସାବଳି ବ୍ୟବସାୟୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବହୁ ପୂର୍ବରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଦାବୀ କରାଯାଉଥିଲା।…