ଅପରାଧ ପୁରୀରେ କେରଳ ପର୍ଯ୍ୟଟକଙ୍କ ଠାରୁ ଲୁଟ୍: ଦେଢ ବର୍ଷ ପରେ ଅଭିଯୁକ୍ତ ଠାରୁ ଟଙ୍କା ଜବତ କଲା ପୋଲିସ ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ଏହା ଏକ ପବିତ୍ର ସ୍ଥାନ। ଚାରି ଧାମ ମଧ୍ୟରେ ଜଗନ୍ନାଥ ଧାମ…