ବିଶେଷ ଖବର କେଶବାନନ୍ଦ ଭାରତୀ ମାମଲା: ସଂସଦର ଲକ୍ଷ୍ମଣ ରେଖା ଟାଣି ଦେଲା ସୁପ୍ରିମକୋର୍ଟଙ୍କ ରାୟ ନୂଆଦିଲ୍ଲୀ: କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ୧୯୭୩ ମସିହାରେ ଏହି ଐତିହାସିକ ନିଷ୍ପତ୍ତିକୁ ଚଳିତ ବର୍ଷ ୫୦ ବର୍ଷ ପୂରିଛି।…