ଆଜିର ଖବର ଖଟିଆରେ ବୁହା ହୋଇ ପୋଲିଂ ବୁଥ୍ କୁ ଆସିଲେ ୧୧୦ ବର୍ଷୀୟା ବୃଦ୍ଧା, ଦେଲେ ଭୋଟ ମୋହନିଆ (କୈମୁର, ବିହାର): କୈମୁର ଜିଲ୍ଲାର ମୋହନିଆ ବିଧାନସଭା ନିର୍ବାଚନମଣ୍ଡଳୀର ଅମରପୁରାରେ ଗଣତନ୍ତ୍ରର ସବୁଠାରୁ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଥିଲା, ଯେତେବେଳେ ୧୧୦ ବର୍ଷୀୟା କାଳିୟା ଦେବୀ…