ଆଜିର ଖବର ଟିକା ନେବା ପାଇଁ ଅଫଲାଇନରେ ବି କରିପାରିବେ ପଞ୍ଜିକରଣ: ଜାଣନ୍ତୁ କ’ଣ ଦେବାକୁ ପଡ଼ିବ ତଥ୍ୟ ଭୁବନେଶ୍ୱର: ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ ଏବଂ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କମାନଙ୍କୁ ଆଜି ଟିକା…