ଆଞ୍ଚଳିକ ରାମଚଣ୍ଡୀ କ୍ରିକେଟ କ୍ଲବ ଦ୍ୱାରା କୋଟଗଡ଼ ପ୍ରିମିୟର ଲିଗ ସେସନ-୨ ଆୟୋଜିତ ରଣପୁର: ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ କୋଟଗଡ଼ ଗୁମ୍ଫା ପଡିଆ ଠାରେ କେ.ପି.ଏଲ.-୨ ପ୍ରିମିୟର ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ମା ରାମଚଣ୍ଡୀ କ୍ରିକେଟ…